Posts

Feature post

ଲକ୍ଷ୍ମୀ ପାଦ ନେଇ ଆସିଥାନ୍ତି ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ, ଘରକୁ ଆଣିଥାନ୍ତି ଉନ୍ନତି

Image
ମାର୍ଚ୍ଚ ଏହି ମାସରେ ଜନ୍ମ ହୋଇଥିବା ଝିଅ ବହୁତ ଭାଗ୍ୟଶାଳି ଅଟନ୍ତି । ଜୀବନରେ ସବୁକିଛି ଏମାନଙ୍କୁ ନିଜ ଭାଗ୍ୟ ବଳରେ ମିଳିଯାଏ । ଏମାନଙ୍କ ଉପରେ ସବୁବେଳେ ଭଗବାନଙ୍କର ଆଶୀର୍ବାଦ ରହିଥାଏ । ବହୁତ କମ ସମୟ ଏମାନଙ୍କର ଭାଗ୍ୟ ଖରାପ ରୁହେ । ସବୁଠୁ ଭଲ କଥା ହେଉଛି, ଏମାନଙ୍କର ଏହି ଭାଗ୍ୟର ଲାଭ ଉଭୟ ଶଶୁର ଘର ଓ ନିଜ ଘରକୁ ମିଳିଥାଏ । ଏହି ଝିଅମାନେ ଯାହା ଘରକୁ ଯାଆନ୍ତି ସେହି ଘର ସୁଖ ଓ ସମୃଦ୍ଧିରେ ଭରିଯାଏ । ଜୁଲାଇ ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ସାଧାରଣତଃ ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି । ଏମାନେ ଯେଉଁ କାମରେ ହାତ ରଖନ୍ତି ସେହି କାମ ହୋଇଯାଏ । ଏମାନଙ୍କ ପାଦ ଘର ପାଇଁ ବହୁତ ଶୁଭ ହୋଇଥାଏ । କେବଳ ଶଶୁର ଘର ଓ ବାପ ଘର ନୁହେଁ ଅନ୍ୟ ଲୋକମାନେ ମଧ୍ୟ ଏମାନଙ୍କ ହାତରୁ କିଛି ଶୁଭ କାର୍ଯ୍ୟ କରାଇପାରିବେ । ଏହି ଝିଅମାନେ ତାଙ୍କ ଜୀବନରେ ବହୁତ ଆଗେଇଥାନ୍ତି । ଏମାନଙ୍କୁ ଧନ ଲାଭ ସହ ସୁଖ ମଧ୍ୟ ମିଳିଥାଏ । ସେପ୍ଟେମ୍ବର ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନେ ବହୁତ ଭାଗ୍ୟଶାଳି ହେବା ସହିତ ବହୁତ ବୁଦ୍ଧିବାନ ଓ ଚାଲାଖ ହୋଇଥାନ୍ତି । ଏମାନଙ୍କର ବୁଦ୍ଧି ପାଇଁ ଘର ପରିବାରର ବହୁତ ଲାଭ ହୋଇଥାଏ । ଏମାନେ ସମସ୍ୟାର ସମାଧାନ ବହୁତ ସହଜରେ କରିଦିଅନ୍ତି । ଏମାନେ ଆସିବା ଫଳରେ ଘରର ୯୦ ପ୍ରତିଶତ ସମସ୍ୟା ଦୂର ହୋଇଯାଏ । ନଭେମ୍ବର ଏହି ମାସରେ ଯଦି ଆପଣଙ୍କ ଝିଅ ଜନ୍ମ ହୋଇଥାଏ ତାହେଲେ ଭାବିନିଅନ୍ତୁ ପୂର୍ବ

ଏହି ୪ ଟି ରାଶିର ପୁଅମାନଙ୍କ ଉପରେ ଜଲ୍ଦି ଫିଦା ହୋଇଯାନ୍ତି ସୁନ୍ଦର ଝିଅମାନେ, ଦେଖନ୍ତୁ କେଉଁ କେଉଁ ରାଶି

Image
ମିଥୁନ ରାଶି ଯେଉଁ ପୁଅ ମାନଙ୍କୁ ସୁନ୍ଦର ଝିଅମାନେ ଅଧିକ ପସନ୍ଦ କରିଥାନ୍ତି ସେମାନଙ୍କ ମଧ୍ୟରେ ସର୍ବ ପ୍ରଥମେ ମିଥୁନ ରାଶି ଆସିଥାଏ । ମିଥୁନ ରାଶିର ବ୍ୟକ୍ତିମାନେ ସ୍ଵଭାବରେ ବହୁତ କୋମଳ ଏବଂ ରୋମାଣ୍ଟିକ ହୋଇଥାନ୍ତି । ଯେଉଁ କାରଣରୁ ଝିଅମାନେ ତାଙ୍କ ଉପରେ ଜଲ୍ଦି ହିଁ ଫିଦା ହୋଇ ଯାଆନ୍ତି । ଏହା ସହିତ ଏହି ରାଶିର ପୁଅମାନେ ଜଲ୍ଦି ହିଁ ଭାବୁକ ହୋଇ ଯାଆନ୍ତି । ଏମାନଙ୍କ ମଧ୍ୟରେ ଝିଅ ମାନଙ୍କ କଥା ବୁଝିବାର କ୍ଷମତା ଅଧିକ ହୋଇଥାଏ । ସେଥିପାଇଁ କୌଣସି ବି ଝିଅ ମିଥୁନ ରାଶିର ପୁଅମାନଙ୍କୁ ଜଲ୍ଦି ହିଁ ନିଜର ହୃଦୟ ଦେଇ ଦିଅନ୍ତି । ସିଂହ ରାଶି ଏହି ବ୍ୟକ୍ତିଙ୍କର ହୃଦୟ ବହୁତ ଭଲ ତଥା ସମ୍ପର୍କ ଭଲ ପାଳନ କରିଥାନ୍ତି । ସେମାନେ ସ୍ଵଭାବରେ ରୋମାଣ୍ଟିକ ହୋଇଥାନ୍ତି । ଏହି ରାଶିର ଯୁବକମାନେ ବହୁତ ପ୍ରଭାବଶାଳି ହୋଇଥାନ୍ତି । ଏମାନେ ସ୍ଵଭାବରେ ବହୁତ ଫ୍ରେଣ୍ଡଲି ଓ ବୁଦ୍ଧିମାନ ହୋଇଥାନ୍ତି । ଏମାନଙ୍କର ଏହି ଗୁଣ ଝିଅମାନଙ୍କୁ ଅଧିକ ଭଲ ଲାଗିଥାଏ ଏବଂ ସେମାନେ ଏମାନଙ୍କର ଦିବାନା ହୋଇ ଯାଆନ୍ତି । ତୁଳା ରାଶି  ଲୋକମାନଙ୍କର ଆଖିରେ ଏକ ଅଜବ ଆକର୍ଷଣ ଥାଏ ଯେଉଁ କାରଣରୁ ଏମାନଙ୍କ ଆଡକୁ ସୁନ୍ଦର ସୁନ୍ଦର ଝିଅମାନେ ଆକର୍ଷିତ ହୋଇ ଯାଆନ୍ତି । ଏମାନଙ୍କର ଅନ୍ଦାଜ ଅନ୍ୟ ଲୋକମାନଙ୍କ ଠାରୁ ଅଲଗା ହୋଇଥାଏ । ଏମାନେ ପ୍ରେମ ଏବଂ କର୍ତ୍ତବ୍ୟରେ ସନ୍ତୁଳନ ରଖିବା ପାଇଁ ବହୁତ ଭାବି ଚିନ୍ତି ପଦକ୍ଷେପ ନେଇଥାନ୍ତି ମକର ରାଶ

ନାମ ର ପ୍ରଥମ ଅକ୍ଷର S ରୁ ଆରମ୍ଭ ହୋଇଥିବା ବ୍ୟକ୍ତି ଙ୍କ ଲକ୍ଷଣ

Image
ଅଙ୍କଜ୍ୟୋତିଷ ଅନୁସାରେ ‘S’ ଅକ୍ଷର ବ୍ୟକ୍ତିଙ୍କ ଗଣତି ୧ଅଙ୍କ ବରାବର ହୋଇଥାଏ । କୁହାଯାଏ କି ଯେଉଁ ଲୋକଙ୍କ ନାମ ‘S’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଜନ୍ମରୁ ନେତା ସ୍ବଭାବର ହୋଇଥାନ୍ତି । ସେମାନେ ଯେଉଁ କ୍ଷେତ୍ରରେ କାମ କରିଥାନ୍ତି ସେହି କ୍ଷେତ୍ରରେ ତାଙ୍କୁ ସଫଳତା ମିଳିଥାଏ । S ଅକ୍ଷରର ବ୍ୟକ୍ତି ମାନଙ୍କ ପାଖରେ ଶବ୍ଦର କଳା ବହୁତ ଭଲଥାଏ । ସେମାନେ ତାଙ୍କ ଶବ୍ଦ ର ଜାଲରେ ସମସ୍ତଙ୍କୁ ଆକର୍ଷିତ କରନ୍ତି । ମିଠା ମିଠା କଥାରେ ସେମାନେ ସମସ୍ତଙ୍କ ମନ ଜିତି ପାରନ୍ତି । ସେମାନେ ହୃଦୟରୁ ଖରାପ ନୁହନ୍ତି କିନ୍ତୁ ସେମାନେ ଅଧିକ ସମୟ ନାଟକ କରି ରହି ପାରନ୍ତିନି, ଯେତେବେଳେ ସତ କଥା କହି ଦିଅନ୍ତି ସମସ୍ତେ ତାଙ୍କୁ ଖରାପ ଭାବନ୍ତି । ଏମାନେ ବହୁତ ପରିଶ୍ରମୀ ହେଇଥାନ୍ତି । ଅଫିସରେ ଏମାନଙ୍କ କାର୍ଯ୍ୟ କରିବାର ପ୍ରଣାଳୀ ସମ୍ପୂର୍ଣ୍ଣ ଭିନ୍ନ । କଳେ ବଳେ କୌଶଳେ ଏମାନେ ତାଙ୍କ କାମ ସର୍ବ ପ୍ରଥମେ କରି ଦିଅନ୍ତି । ଯେଉଁଠୁ ଯେଉଁ ପ୍ରକାରର ଜ୍ଞାନ ମିଳେ ଏମାନେ ତାକୁ ହାସିଲ୍ କରି ଦିଅନ୍ତି କୌଣସି ପ୍ରକାରର ଜ୍ଞାନ ଛାଡ଼ନ୍ତିନି । ଏମାନେ ବହୁତ ପ୍ରତିଭାଶାଳି ହେଇଥାନ୍ତି । ନିଜ ସିଦ୍ଧାନ୍ତ ରେ ଏମାନେ କାହାର ବି ସାମ୍ନା କରି ପାରନ୍ତି । ଏମାନେ ସାହସୀ ହୋଇଥାଆନ୍ତି କିନ୍ତୁ ପ୍ରେମ ନିବେଦନ କରିବାକୁ ଲାଜ କରନ୍ତି । ଏମାନଙ୍କ କଥାରେ ସାମ୍ନାବାଲା ଆକର୍ଷିତ ହୋଇ ନିଜ ତରଫରୁ ପ୍ରେମ ନିବେଦନ କରନ୍ତି । ଏମାନଙ୍କ କଥ

ରାଶି କହିବ ପୁଅ କି ଝିଅ ଭିତରୁ କିଏ କରିବ ଆପଣଙ୍କର ବୃଦ୍ଧ ଅବସ୍ଥାରେ ସେବା, ଜାଣନ୍ତୁ

Image
ବୃଦ୍ଧ ଅବସ୍ଥା ଏକ ଏମିତି ଜିନିଷ ଅଟେ ଯାହା ସମସ୍ତଙ୍କୁ ଆସିଥାଏ । ସମସ୍ତଙ୍କୁ ନିଜ ବୃଦ୍ଧ ଅବସ୍ଥା ବିଷୟରେ ଚିନ୍ତା ଥାଏ । ଏହା ସେହି ସମୟ ଅଟେ ଯେତେବେଳେ ଆପଣଙ୍କର ଶରୀର ବିଭିନ୍ନ ପ୍ରକାରର ରୋଗରେ ଘେରି ରହିଥାଏ । ଆପଣଙ୍କ ଶରୀର କମଜୋର ହୋଇଯାଏ ଓ ଆପଣ କୌଣସି କାମ କରି ପାରନ୍ତି ନାହିଁ । ଏମିତିରେ ଆପଣ ଅନ୍ୟ ବ୍ୟକ୍ତିଙ୍କ ଉପରେ ଭରସା କରିଥାନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ କହିବୁ କି ଆପଣଙ୍କର ନିଜର ବୃଦ୍ଧ ଅବସ୍ଥାରେ ଆପଣଙ୍କର ପୁଅ କିମ୍ବା ଝିଅ ମଧ୍ୟରୁ କିଏ ଆପଣଙ୍କୁ ଅଧିକ ଭଲ ପାଇବ ଓ ସେବା କରିବ । ମେଷ ଏହି ରାଶିର ଲୋକମାନଙ୍କୁ ବୃଦ୍ଧ ଅବସ୍ଥାରେ ନିଜର ସବୁଠୁ ଛୋଟ ସନ୍ତାନ ଠାରୁ ସୁଖ ପ୍ରାପ୍ତି ହେବ । ଏହି ସନ୍ତାନ ଝିଅ କିମ୍ବା ପୁଅ ବି ହୋଇପାରେ । ବୃଷ ଏହି ରାଶିର ଲୋକମାନଙ୍କୁ ନିଜର ବୃଦ୍ଧ ଅବସ୍ଥାରେ ସାନ ପୁଅ ଠାରୁ ସେବା ପ୍ରାପ୍ତ ହେବ । ବଡ ପୁଅ ଏମାନଙ୍କ ସହ ରହିବ କିନ୍ତୁ ସୁଖ ଛୋଟ ପୁଅ ଠାରୁ ହିଁ ମିଳିବ । ମିଥୁନ ଏମାନଙ୍କୁ ବୃଦ୍ଧ ଅବସ୍ଥାରେ ନିଜ ଝିଅ ଠାରୁ ଅଧିକ ପ୍ରେମ ମିଳିବ । ଯଦି ଆପଣଙ୍କର ପୁଅ ଆପଣଙ୍କୁ ଧୋକା ଦେଇ ଦେବ କିନ୍ତୁ ଝିଅ ଆପଣଙ୍କର ଧ୍ୟାନ ରଖିବ । କର୍କଟ ଏହି ରାଶିର ଲୋକମାନେ ଅଳ୍ପ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କୁ ନିଜର ବୃଦ୍ଧ ଅବସ୍ଥାରେ ପୁଅ ଓ ଝିଅ ଦୁଇ ଜଣଙ୍କ ଠାରୁ ହିଁ ପ୍ରେମ ମିଳିଥାଏ । ସିଂହ ବୃଦ୍ଧ ଅବସ୍ଥାରେ ଏମାନଙ୍କର ଦେଖାଶୁଣା ଏମାନଙ୍କର ପୁଅ

ରାଶି ଅନୁସାରେ ଜାଣନ୍ତୁ ଆପଣଙ୍କ ସ୍ତ୍ରୀ ଆପଣଙ୍କୁ କେତେ ଭଲ ପାଆନ୍ତି ବା ପାଇବେ ଏହି ରାଶିର ସ୍ତ୍ରୀ ମାନେ

Image
ପ୍ରତୋକ ବ୍ୟକ୍ତି ଙ୍କ ମନ ରେ ଏହି ପ୍ରଶ୍ନ ଆସିଥାଏ କି ତାଙ୍କ ପତ୍ନୀ ମାନେ ତାଙ୍କୁ କେତେ ପ୍ରେମ କରିଥାନ୍ତି I ପ୍ରତୋକ ବ୍ୟକ୍ତି ମାନେ ଏହା ହିଁ ସର୍ବଦା ଚିନ୍ତା କରିଥାନ୍ତି ତାଙ୍କ ପତ୍ନୀ ଙ୍କ ମନ ରେ ତାଙ୍କ ପ୍ରତି କେତେ ପ୍ରେମ ରହିଛି I ଦେଖିବାକୁ ଗଲେ ରାଶି ଅନୁସାରେ ବ୍ୟକ୍ତି ଙ୍କ ର ବ୍ୟକ୍ତିତ୍ୱ ରେ ପରିବର୍ତନ ହେଇଥାଏ I ମେଷ ରାଶି – ଏହି ରାଶି ର ପତ୍ନୀ ମାନେ ତାଙ୍କ ପତି ଙ୍କ ପ୍ରତି ବିଶ୍ୱସ୍ତ ହେଇଥାନ୍ତି I ପତି ହିଁ ତାଙ୍କ ପାଁଇ ପରମେଶ୍ୱର ହେଇଥାନ୍ତି I ପତି ଙ୍କ ର ଭାବନା ଦେଇଥାନ୍ତି I ପତି ଙ୍କ ଖୁସି ପାଁଇ ସବୁ କିଛି କରିଥାନ୍ତି I ଏବଂ ପତି ଙ୍କୁ ସର୍ବଦା ଖୁସି କରିବାକୁ ଚାହିଁଥାନ୍ତି I ବୃଷ ରାଶି – ଏହି ରାଶି ର ପତ୍ନୀ ମାନେ ଙ୍କୁ ନେଇ ଅଧିକ କେୟାରିଙ୍ଗ ହେଇଥାନ୍ତି I ଏହି ରାଶି ର ଲୋକ ଙ୍କ ର ପତ୍ନୀ ମାନେ ଖୁବ ଦାୟିତ୍ବବାନ ହେଇଥାନ୍ତି I ପତିଦେବ ଙ୍କ ନିର୍ଦେଶ ରେ ହିଁ କାର୍ଯ୍ୟ କରିଥାନ୍ତି I ପତି ଙ୍କ ବିନା ଅଧିକ ସମୟ ରହି ପାରନ୍ତି ନାହିଁ I ମିଥୁନ ରାଶି – ଏହି ରାଶି ର ମହିଳା ମାନେ ଖୁବ ରୋମାଣ୍ଟିକ ସ୍ଵଭାଵ ର ହେଇଥାନ୍ତି I ତାଙ୍କ ରୋମାନ୍ସ କରିବା ର ଉବୟ ତାଙ୍କ ପତି ଙ୍କୁ ବିଶେଷ ରୂପେ ଆକର୍ଷିତ କରିଥାଏ I ପରସ୍ପର ସହ କଳି ଝଗଡା ହେଲେ ମଧ୍ୟ ବେଶୀ ସମୟ ପାଁଇ ହେଇ ନ ଥାଏ I କର୍କଟ ରାଶି -ଏହି ରାଶି ର ମହିଳାମାନେ ନିଜ ପତି ଙ୍କୁ ହିଁ ସବୁ କିଛି ମାନିଥାନ୍ତି I ପତି ଙ୍କ ର

ଜାଣନ୍ତୁ କେତେ ରାଶି ର କେତେ ବର୍ଷ ବୟସ ରେ ଭାଗ୍ୟ ଖୋଲେ

Image
ସଫଳତା ଏକ ଏଭଳି ଜିନିଷ ଯାହା ଆମ ଜୀବନରେ ବହୁତ ମୁଲ୍ୟବାନ, ସମସ୍ତେ ନିଜ ଜୀବନରେ ସଫଳତାର ସିଢି ଚଢିବାକୁ ଚାହାନ୍ତି । କିନ୍ତ ଭାଗ୍ୟରେ ଯାହା ଥାଏ ତାହା ମିଳେ , ସଫଳତା ବିଫଳତା , ଜୀବନ ମୃତ୍ୟୁ, ପାଇବା ହରାଇବା ଭାଗ୍ଯ ସହ ଯୋଡା । ଯାହା ଭାଗ୍ୟରେ ନଥାଏ ଯେତେ ପରିଶ୍ରମ କଲେବି ମିଳେନାହିଁ । ଏମିତିକି ସଫଳତାର ସିଖରେ ଥାଇବି ବିଫଳତାର ସିକାର ହେବାକୁ ପଡିଥାଏ । ଏମିତି ପରିସ୍ଥିତିର ଚିନ୍ତା ମାଡି ଆସିଥାଏ । ଏହା ମଣିଷ ଜୀବନ ସହ ଜଡିତ । ଜୌତିଷଶାସ୍ତ୍ର ଅନୁସାରେ ସଫଳତା ବିଫଳତା ନିଜ ରାଶି ଅନୁସାରେ ଆସିଥାଏ । ଆସନ୍ତୁ ଜଣିବା କେଉଁ ରାଶିର ବ୍ୟକ୍ତି କେଉଁ ବୟସରେ ସଫଳତା ପାଇଥାନ୍ତି । ମେଷ ରାଶି– ମେଷ ରାଶିର ବ୍ୟକ୍ତିଙ୍କ ୧୬ , ୨୨ , ୩୨ ଓ ୩୬ ବର୍ଷରେ ଭାଗ୍ଯ ଖୋଲିବ । ବୃଷ ରାଶି- ଏମାନଙ୍କ ଭାଗ୍ଯ ୨୫ , ୨୮ , ୨୯ , ୩୬ ବର୍ଷରେ ଖୋଲିବ । ଏମାନେ ବହୁତ ଭଲ ହୋଇଥାନ୍ତି । ମିଥୁନ ରାଶି -ଏହି ରାଶିର ବ୍ୟକ୍ତିଙ୍କ ୨୨ , ୨୬ , ୨୯ ,୩୬ ଓ ୪୨ ବର୍ଷରେ ଭାଗ୍ଯ ଖୋଲିଥାନ୍ତି । କର୍କଟ ରାଶିର- ଏହି ରାଶିର ଲୋକଙ୍କ ୧୬ , ୨୨ ,୨୪ , ୨୫ ଓ ୩୨ ବର୍ଷରେ ଭାଗ୍ଯ ଖୋଲିଥାଏ । ସିଂହ ରାଶି- ଏହି ରାଶିର ଲୋକଏହି ଟଙ୍କା ୧୬ , ୨୨ ,୨୪ ଓ ୩୨ ବର୍ଷ ରେ ହୋଇଥାଏ । କନ୍ଯା ରାଶି- ଏହି ରାଶର ଲୋକଙ୍କ ଭାଗ୍ଯ ୨୨ , ୩୨ ,୩୫ ବୟଷରେ ଖୋଲିବ । ତୁଳା ରାଶି – ତୁଳା ରାଶିର ବ୍ୟକ୍ତି ମାନଙ୍କ ପାଇଁ ୨୪ , ୨୫ , ୩୨ , ୩୩ , ୩

ନବରାତ୍ରୀ ର କିଛି ବାସ୍ତୁ ଟିପ୍ସ

Image
୧) ନବରାତ୍ରୀ ପୂଜା ପୂର୍ବରୁ ଘରକୁ ଭଲଭାବେ ସଫା କରନ୍ତୁ। ଘରେ ପଡ଼ିଥିବା ଅଦରକାରୀ ସାମଗ୍ରୀକୁ ବାହାର କରିଦିଅନ୍ତୁ।  ପିଆଜ-ରସୁଣ ଓ ଆମିଷ ମଧ୍ୟ ବାହାର କରିଦିଅନ୍ତୁ। ପୂଜା ପୂର୍ବଦିନ ଘରସାରା ଝୁଣା ଓ ଧୂପ ବୁଲେଇ ବାତାବରଣକୁ ସୁଦ୍ଧ କରନ୍ତୁ। ୨) ନବରାତ୍ରୀ ପୂଜା ଆରମ୍ଭ ଦିନ ଘରର ମୁଖ୍ୟଦ୍ୱାରରେ ସ୍ୱସ୍ତିକ୍‌ ଚିହ୍ନ ବନାନ୍ତୁ। ଏଥିସହ ଆମ୍ବପତ୍ରର ତୋରଣ ମଧ୍ୟ ଲଗାନ୍ତୁ। ଏପରିକଲେ ଆପଣଙ୍କ ଘରକୁ ମାଆ ପ୍ରସନ୍ନ ହୋଇ ପ୍ରବେଶ କରିବେ। ଏହା ବ୍ୟତୀତ ଯେଉଁଠି କଳସ ବସାଇବେ ସେଠି ମଧ୍ୟ ସ୍ୱସ୍ତିକ୍‌ ଚିହ୍ନ ବନାନ୍ତୁ। ୩) ଘରର ଉତ୍ତର ପୂର୍ବ ତଥା ଐଶାନ୍ୟ କୋଣ ହିଁ କଳସ ସ୍ଥାପନା ତଥା ନବରାତ୍ରିର ପୂଜା ପାଇଁ ସବୁଠୁ ଅଧିକ ପ୍ରଯୁଜ୍ୟ। ତେଣୁ ଏହି କୋଣରେ ହିଁ ମା’ଙ୍କ ଫଟୋ କିମ୍ବା ମୂର୍ତ୍ତି ରଖି କଳସ ସ୍ଥାପନା କରି ପୂଜା କରନ୍ତୁ। ୪) ପୂଜା କରିବା ସମୟରେ ଧ୍ୟାନ ଦିଅନ୍ତୁ ଯେପରି ଆପଣଙ୍କ ମୁହଁ ପୂର୍ବ ଦିଗଆଡ଼କୁ ରହିବ। ପୂର୍ବଦିଗରେ ଦେବତାଙ୍କର ବାସ ହୋଇଥିବାରୁ ଏହି ଦିଗକୁ ଶକ୍ତିର ଉତ୍ସ ବୋଲି ବିଶ୍ୱାସ କରାଯାଏ। ୫)  କାଠର ଖଟୁଲି ଉପରେ ମା’ଙ୍କ ମୂର୍ତ୍ତି କିମ୍ବା ଫଟୋ ବସାଇ ପୂଜା କରିବା ଉଚିତ୍‌। ବାସ୍ତୁ ଆନୁଯାୟୀ, ଚନ୍ଦନ କିମ୍ବା ଆମ୍ବ କାଠରେ ତିଆରି ଖଟୁଲି ହିଁ ଶୁଭ ହୋଇଥାଏ। ହେଲେ ମନେରଖନ୍ତୁ ଖଟୁଲି ଉପରେ ସିନ୍ଦୁରରେ ସ୍ୱସ୍ତିକ ଚିହ୍ନ ଆଙ୍କିବା ପରେ ହିଁ ମା’ଙ୍କ ପ୍ରତିମା ସ୍ଥାପନ କରିବେ। ୬) ନବର